ଗଭୀର ଖାତକୁ ଖସିଲା କ୍ୟାବ : ଚାଲିଗଲା ୧୦ଜଣକ ଜୀବନ

ଶ୍ରୀନଗର: ଗଭୀର ଖାତକୁ ଖସିଲା କ୍ୟାବ୍। ଭିତରେ ଥିବା ୧୦ଜଣ ଯାତ୍ରୀଙ୍କ ହେଲା ମୃତ୍ୟୁ। ଶୁକ୍ରବାର ଦିନ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏକ ଯାତ୍ରୀବାହୀ କ୍ୟାବ ଗଭୀର ଖାତକୁ ଖସି ପଡ଼ିବାରୁ ୧୦ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, ଜମ୍ମୁ କଶ୍ମୀରର ରାମବନ୍ ଅଞ୍ଚଳର ବ୍ୟାଟେରୀ ଚଷମା ନିକଟରେ ଏହି ଦୁର୍ଘଟଣା ଘଟିଛି ଏବଂ ଗାଡିଟି ପ୍ରାୟ ୩୦୦ମିଟର ତଳକୁ ଖସିପଡିଥିବା … Continue reading ଗଭୀର ଖାତକୁ ଖସିଲା କ୍ୟାବ : ଚାଲିଗଲା ୧୦ଜଣକ ଜୀବନ